ଆଉ ଲକ୍ଡାଉନ୍ ସ୍ଥିତିକୁ ଫେରିବାନି କହିଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ସମସ୍ତଙ୍କ ଉଦ୍ୟମ ଦରକାର। କୋଭିଡ ନିୟମ ମାନିବାରେ ଲୋକେ ଢିଲାପଣ ଦେଖାଇଛନ୍ତି।
Advertisment
Follow Us