ଇଓଡବ୍ଲୁ ନାଁରେ ଠକେଇ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ। ବିଜୟ ୨ ଠକ ହେଲେ ବିଜୟାନନ୍ଦ ଚୌଧୁରୀ ଓ ଚନ୍ଦନ ଆକାଶ ମହାନ୍ତି। ମିଛ ଓ୍ଵାର୍କ ଅର୍ଡର ଦେଇ ୩ କୋଟି ଟଙ୍କା ଠକି ଥିଲେ ୨ ଠକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe