breaking ଇକମୋ ହବ ହେବ ଓଡ଼ିଶା। ଏସ୍ସିବି କଟକରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ। ଗତକାଲି ଗୋଟିଏ ଇକମୋ ମେସିନ ଆସି ପହଂଚିଛି। ବାକି ଜୁଲାଇ ଶେଷ ସୁଧା ଆସିବ। ଅଗଷ୍ଟରେ ଏଗୁଡ଼ିକ ପୁରା କାର୍ଯ୍ୟକ୍ଷମ ହେବ। ଡିଏମ୍ଇଟି ସିବିକେ ମହାନ୍ତି ସୂଚନା। Advertisment July 20, 2021, 05:01 PM IST 20 Jul 2021 17:01 IST Mahendra Sahu Follow Us