କନ୍ଧମାଳ: ଅବସରପ୍ରାପ୍ତ କନିଷ୍ଠ କିରାଣୀ ଅମୂଲ୍ୟ କୁମାର ସାହୁ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ। ୩ ବର୍ଷ ଜେଲଦଣ୍ଡ ଓ ଜରିମାନା ନିର୍ଦ୍ଦେଶ। ୨୦୨୦ ଏପ୍ରିଲରେ ଲାଞ୍ଚ ନେଇ ଧରାପଡ଼ିଥିଲେ ଅମୂଲ୍ୟ ସାହୁ। ପେନ୍‌ସନ ବନ୍ଦ କରିବାକୁ ସରକାରଙ୍କୁ ଚିଠି ଲେଖିବ ଭିଜିଲାନ୍ସ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe