କରୋନା ସ୍ଥିତିକୁ ଦେଖି ସରକାରୀ ଅଫିସ୍ରେ ସତର୍କ ରହିବାକୁ ନିର୍ଦ୍ଦେଶ। ପୁରୁଣା ନିର୍ଦ୍ଦେଶାବଳୀକୁ ପୁଣି ମନେପକାଇଲା ସାଧାରଣ ପ୍ରଶାସନ ବିଭାଗ। ଭର୍ଚୁଆଲ ମୋଡ଼ରେ ବୈଠକ କରିବାକୁ କରିବାକୁ ପ୍ରାଥମିକତା ଦିଆଯିବ। ଅଫିସ୍ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନିୟମ ନମାନିଲେ ଏହାକୁ ବିଶୃଙ୍ଖଳା ବୋଲି ମନେକରାଯିବ।
Advertisment
Follow Us