କେନ୍ଦୁଝର: ଏଣିକି ପ୍ରତି ଶନି, ରବି ଓ ମଙ୍ଗଳବାର ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଓଡିଶା ବାହାର ଭକ୍ତ ଦର୍ଶନ ଉଦ୍ଦେଶ୍ୟରେ ଆସିଲେ ସାଥିରେ ଗତ ୭୨ ଘଣ୍ଟା ଅବଧିର ଆରଟିପିସିଆର ରିପୋର୍ଟ ଆବଶ୍ୟକ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କଟକଣା ଜାରି ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe