breaking ଖୋର୍ଦ୍ଧା: ନିରାକାରପୁର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ। ହାତୀ ଆକ୍ରମଣର ଶିକାର ହେଲେ ଜଙ୍କିଆ ଥାନା ଛଣାଗିରି ପଞ୍ଚାୟତର ରମାବିଲି ଗ୍ରାମର ଶରତ ଜେନା (୫୦)। Advertisment November 04, 2021, 07:10 PM IST 04 Nov 2021 19:10 IST Mahendra Sahu Follow Us