breaking ଖୋର୍ଦ୍ଧା: ଟାଙ୍ଗୀ ଅନ୍ତର୍ଗତ ଚମ୍ପାଗଡ଼ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏସିଡ ଡ୍ୟାଙ୍କର ଲିକ୍ । ଗଂଜାମରୁ କୋଲକାତା ଅଭିମୁଖେ ଯାଉଥିଲା ଗ୍ୟାସ ଟାଙ୍କର । ଅଗ୍ନିଶମ ବାହିନୀର ପାଣି ସିଞ୍ଚନ ଜାରି । Advertisment June 17, 2021, 09:56 PM IST 17 Jun 2021 21:56 IST Mahendra Sahu Follow Us