Advertisment

ଖୋର୍ଦ୍ଧା: ସାମନ୍ତରାପୁର ଠେଙ୍ଗାହାଟ ଛକରେ ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଉପରକୁ ଗୁଳିମାଡ଼। ପିକ୍‌ଅପ୍‌ ଭ୍ୟାନ୍‌ରେ ଆସି ୫ ରାଉଣ୍ଡ ଗୁଳିମାଡ଼ କଲେ ଏକାଧିକ ଯୁବକ। ଡ୍ରଗ୍ସ ମାଫିଆ ଗୁରୁତର ପରେ ଡାକ୍ତରଖାନାରେ ଭର୍ତ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe