ଗଛରେ ପିଟି ହୋଇ ଜଳିଗଲା କାର୍‌, ୩ ଆହତ। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଚମକପୁର ନିକଟରେ ଅଘଟଣ। ୩ ଯୁବକଙ୍କୁ କାର୍‌ ଭିତରୁ ଲୋକେ ତ୍ୱରିତ ଉଦ୍ଧାର। ଦୁର୍ଘଟଣାରେ ଆହତ ହୋଇଥିବାରୁ ମେଡିକାଲ୍‌ରେ ଭର୍ତ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe