breaking ଛତିଶଗଡ଼ରୁ ଅନ୍ଲାଇନ୍ ବେଟିଂ, ମାଲକାନଗିରିରେ ୪ ବୁକି ଗିରଫ। ୨୭ ଲକ୍ଷ ଟଙ୍କା ଜବତ କଲା ପୁଲିସ। ଆଇପିଏଲ୍ ମ୍ୟାଚ ପାଇଁ ସ୍ୱତନ୍ତ୍ର ଆପ୍ ଜରିଆରେ ଚାଲିଥିଲା ବେଟିଂ। ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସ୍ଡିପିଓଙ୍କ ସୂଚନା। Advertisment October 16, 2021, 06:40 PM IST 16 Oct 2021 18:40 IST Mahendra Sahu Follow Us