breaking ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବରଗୁଡ଼ିପଦାସ୍ଥିତ ଆଦିମାତା ମଠ ମହନ୍ତଙ୍କୁ ନିର୍ମମ ହତ୍ୟା ଅଭିଯୋଗ। ମୃତ ମହନ୍ତ ହେଲେ ବାବାଜୀ ପ୍ରହଲାଦ ଦାସ। ଅଭିଯୁକ୍ତ ବାନାମ୍ବର ଦାସ ଥାନାରେ ଅଟକ। ହତ୍ୟାର କାରଣ ଅସ୍ପଷ୍ଟ। ହତ୍ୟାରେ ବ୍ୟବହୃତ କଟୁରି ଜବତ। Advertisment December 22, 2023, 03:34 PM IST 22 Dec 2023 15:34 IST Mahendra Sahu Follow Us