breaking ଜଗତସିଂହପୁର: ରାସ୍ତାରେ ଠିଆ ହୋଇଥିବା କୋଇଲା ବୋଝେଇ ଟ୍ରକ ଜଳିଗଲା। ଏନ୍ଏଚ୍ ୫ (କ) ଭୂତମୁଣ୍ଡାଇ ପୋଲ ନିକଟରେ ଅଘଟଣ। ଟ୍ରକ ଭିତରେ ଡ୍ରାଇଭର କିମ୍ବା ହେଲପର ନଥିବାରୁ ବଡ଼ ଅଘଟଣ ଟଳିଲା। Advertisment November 07, 2022, 07:34 AM IST 07 Nov 2022 07:34 IST Mahendra Sahu Follow Us