ଜୟପୁର: ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଦୁଲାଗଡ଼ ନିକଟରେ ବାଇକ୍‌ ଓ ମନ୍ତ୍ରୀଙ୍କ କାର୍‌ ମୁହାଁମୁହିଁ ଧକ୍କା। ମନ୍ତ୍ରୀଙ୍କ ଗାଡ଼ିର ଚାଳକ ସାମାନ୍ୟ ଆହତ। ମନ୍ତ୍ରୀ ପଦ୍ମିନୀ ଦିଆନ କିଛି ହୋଇ ନଥିବା ସୂଚନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe