ଟି-୨୦ ଶୃଙ୍ଖଳା: ରୋମାଞ୍ଚକର ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିତିଲା ଭାରତ। ଶେଷ ବଲରେ ଛକା ମାରି ଭାରତକୁ ଜିଲାଇଲେ ଯୁବ ବ୍ୟାଟର ରିଙ୍କୁ ସିଂହ। ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ଅର୍ଦ୍ଧଶତକ। ଅଷ୍ଟ୍ରେଲିଆର ସ୍କୋର ୨୦୮/୩ (୨୦ ଓଭର)। ଭାରତର ସ୍କୋର ୨୧୪/୮ (୨୦ଓଭର)।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe