ଟ୍ରାଭେଲ୍‌ ବିଲ୍‌ ଠକେଇ ମାମଲାରେ ପାଠକ ବାପା-ପୁଅଙ୍କୁ ଜାମିନ। ଅଭୟ ଓ ଆକାଶ ପାଠକଙ୍କୁ ଜାମିନ ଦେଲେ ହାଇକୋର୍ଟ। ୨ ଲକ୍ଷ ଟଙ୍କା, ୨ ଜାମିନଦାରଙ୍କ ବଦଳରେ କୋର୍ଟ ଦେଲେ ଜାମିନ୍‌। ଠକେଇ ନେଇ ଭୁବନେଶ୍ବର ଖାରବେଳ ନଗର ଥାନାରେ ରୁଜୁ ହୋଇଥିଲା ମାମଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe