ଢେଙ୍କାନାଳ -ଯୋରନ୍ଦା ରାସ୍ତାର ନେଉଳପୋଇ ଗ୍ରାମ ନିକଟରେ ରାସ୍ତାରୁ ଟାଣି ନେଇ ମାରିଦେଲା ହାତୀ। ମୃତକ ହେଲେ ବିରିଖୁଣ୍ଟି ଗ୍ରାମର ଯୁବକ ବିପିନ ମ‌ହାନ୍ତି। ମାତ୍ର ଦିନରେ ୨ ଜଣଙ୍କର ହାତୀ ଆକ୍ରମଣରେ ଶୋଚନୀୟ ମୃତ୍ୟୁ ହୋଇଛି। ଯୋରନ୍ଦା ଅଞ୍ଚଳରେ ହାତୀ ଆତଙ୍କ ଖେଳିଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe