ତାଳଚେରରେ ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି। ମୁଖ୍ୟ ଶାସନ ସଚିବଙ୍କ ଏନ୍ଟିପିସି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି। ଗ୍ରୀଡ଼କୋ, ଏନ୍ଟିପିସି, ଶକ୍ତି ବିଭାଗମାନଙ୍କ ମଧ୍ୟରେ ବୈଠକ ହେବ। ଯୋଜନାକୁ ତ୍ବରାନ୍ବିତ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇବେ।
Advertisment
Follow Us