ତୈଳ ଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ଅର୍ଡିନାରୀ ବସ୍ ଭଡା କିମି ପିଛା ୭୩ ପଇସାରୁ ୭୪ ପଇସା ହେଲା। ଡିଲକ୍ସ ବସ୍ ଭଡା କିମି ପିଛା ୧୦୭ ପଇସାରୁ ୧୦୯ ପଇସାକୁ ବୃଦ୍ଧି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe