ଦୁଷ୍କର୍ମ ପୀଡ଼ିତା ଗର୍ଭବତୀ ନାବାଳିକାକୁ ଗର୍ଭ ନଷ୍ଟ କରିବାକୁ ଅନୁମତି ଦେଲେ ହାଇକୋର୍ଟ। ମୁଖ୍ୟ ବିଚାରପତି ଓ ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି। ମାନସିକ-ଶାରୀରିକ ଭାବେ ସନ୍ତାନ ଧାରଣ କରିବାକୁ ଚାହୁଁ ନ ଥିବା ନାବାଳିକା ଗର୍ଭ ନଷ୍ଟ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe