ନବରଂଗପୁର ଜିଲ୍ଲା ଡାବୁଗାଁ ବ୍ଳକ ନନ୍ଦପୁରା ଗାଁ ନିକଟ ବିଲରେ କାମବେଳେ ବଜ୍ରପାତ। ୧୩ ଜଣ ମହିଳା ଆହତ। ସମସ୍ତ ମହିଳାଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe