ନୂଆପଡ଼ା ଜିଲ୍ଲା ଖଡିଆଳ ବାଇପାସ୍ ରାସ୍ତାରେ ଏକ ସ୍କୁଲ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ,ସ୍କୁଲ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ପଡ଼ିଲା,ସ୍କୁଲ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଲେ, ସେଣ୍ଟ ଜାଭିୟରର୍ସ ସ୍କୁଲର ୨୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଛାଡ଼ିବା ପାଇଁ ଯାଉଥିଲା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe