ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ତିମି ଗାଁରେ ହାତୀ ଆତଙ୍କ। ୩ ଗରିବ ପ୍ରଜାଙ୍କ ଘର ଭାଙ୍ଗିଲା ଓ ଧାନ-ଚାଉଳ ଖାଇଲା। ସରକାରୀ ସହାୟତା ଦାବି କଲେ ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe