breaking ବଜେଟ ପୂର୍ବରୁ ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ। ୨୦୨୦-୨୧ ଅର୍ଥନୈତିକ ସର୍ଭେ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ। ଜାତୀୟ ଆର୍ଥିକ ସଂକୋଚନ ଠାରୁ ଓଡ଼ିଶାର ସଂକୋଚନ କମ। ୨୦୨୦-୨୧ରେ ଜିଡିପି ଅବିବୃଦ୍ଧି ମାଇନସ୍ ୪.୯୨% ଆକଳନ। Advertisment February 20, 2021, 06:24 PM IST 20 Feb 2021 18:24 IST Mahendra Sahu Follow Us