breaking ବଦଳିଲେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର। ଜଙ୍ଗଲ ଓ ପରିବେଶ ବିଭାଗରେ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ ହେଲେ। କୋରାପୁଟର ନୂଆ ଜିଲ୍ଲାପାଳ ହେବେ କଟକ ପିଡି ଡିଆର୍ଡିଏ ମହମ୍ମଦ ଅବଦାଲ ଅଖତର। Advertisment February 04, 2021, 07:58 PM IST 04 Feb 2021 19:58 IST Mahendra Sahu Follow Us