breaking ବାଲେଶ୍ବର: ଗ୍ରୀଡ଼ରେ ଅଗ୍ନିକାଣ୍ଡ। ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀର ୩ଟି ଟିମ୍। ଚାନ୍ଦିପୁର, ରେମୁଣା ଓ ରୁପସାକୁ ବିଦ୍ୟୁତ୍ ଯୋଗାଣ ସାମୟିକ ପାଇଁ ବନ୍ଦ ସୂଚନା। କ୍ଷୟକ୍ଷତି ଜଣାପଡ଼ିନି। Advertisment March 03, 2021, 05:14 PM IST 03 Mar 2021 17:14 IST Mahendra Sahu Follow Us