breaking ବିଭିନ୍ନ ପେଟ୍ରୋଲ ପମ୍ପକୁ ୩ ଲକ୍ଷ ୧୭ ହଜାର ଜରିମାନା। ୨୪ଟି ମାମଲା ରୁଜୁ, ୩ଲକ୍ଷ ୧୭ହଜାର ଟଙ୍କା ଆଦାୟ। ୩ ବର୍ଷରେ ୮୩ଟି ମାମଲା ରୁଜୁ। ଗୃହରେ ଉତ୍ତର ରଖିଲେ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। Advertisment November 22, 2023, 03:13 PM IST 22 Nov 2023 15:13 IST Mahendra Sahu Follow Us