ଭଦ୍ରକ: ଏରେଇ ପଂଚାୟତ ଧଳସାହି ୩ ନମ୍ବର ୱାର୍ଡ ଅବରୋଧ ଅଂଚଳ ଘୋଷିତ। କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ। ୧୦ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଦକ୍ଷେପ ନେଲା ଜିଲ୍ଲା ପ୍ରଶାସନ। ଟୁଇଟ୍ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ।
Advertisment
Follow Us