breaking ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆରେ ନିର୍ମିତ ଆଇକନିକ ଓଡିଆ ଆଦର୍ଶ ବିଦ୍ୟାଳୟ ଉଦଘାଟିତ। ସ୍ଥାୟୀ କୋଠାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୨ ମସିହାରୁ ଏହା ଅସ୍ଥାୟୀ ଭାବେ ଏକ ଘରୋଇ କଲେଜରେ ଆରମ୍ଭ ହୋଇଥିଲା। Advertisment February 07, 2024, 07:27 PM IST 07 Feb 2024 19:27 IST Mahendra Sahu Follow Us