breaking ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ପାଳନ ହେବ ମହାଶିବରାତ୍ରୀ। ଭୁବନେଶ୍ବର ମହାନଗର ନିଗମ ଦେଲା ଅନୁମତି। ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ୍ ବୟସ୍କଙ୍କୁ ବାରଣ। ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ପ୍ରବେଶ ମନା, ଆଡ଼କାଠ ଠାରେ ଦର୍ଶନ କରିବେ। Advertisment March 01, 2021, 05:12 PM IST 01 Mar 2021 17:12 IST Mahendra Sahu Follow Us