breaking ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ପଞ୍ଚାୟତର ମଙ୍ଗ ଗ୍ରାମରେ ଅଘଟଣ। ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଦୁଇ ଶିଶୁକନ୍ୟା ମୃତ। ଦୁଇ ଶିଶୁକନ୍ୟାଙ୍କର ବୟସ ୬ ଓ ୩। Advertisment October 09, 2021, 05:25 PM IST 09 Oct 2021 17:25 IST Mahendra Sahu Follow Us