breaking ମାଲକାନଗିରି: ସ୍କୁଲ ଯିବାକୁ ଘର ଲୋକେ ବାଧ୍ୟ କରିବାରୁ ବିଷ ପିଇଲା ଦଶମ ଶ୍ରେଣୀ ଛାତ୍ରୀ। ମାଲକାନଗିରି ବ୍ଲକ୍ ଭୀମାରାଙ୍ଗିଣି ଗାଁରେ ଅଘଟଣ ସୂଚନା। ଗତକାଲି ବିଷ ପିଇଥିଲା ଛାତ୍ରୀ। ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ। Advertisment February 12, 2022, 03:51 PM IST 12 Feb 2022 15:51 IST Mahendra Sahu Follow Us