ମାଲକାନଗିରିରେ ଶ୍ରମିକଙ୍କ ଅସ୍ବାଭାବିକ ମୃତ୍ୟୁ। ଗ୍ରୀଷ୍ମପ୍ରଭାବ ଯୋଗୁଁ ମୃତ୍ୟୁ ଆଶଙ୍କା। ଖଇରପୁଟ ମେଡ଼ିକାଲ ଛକରେ ହଠାତ୍‌ ଟଳି ପଡ଼ିଲେ ବୃଦ୍ଧ। ମୃତକଙ୍କ ମିଳୁନି ପରିଚୟ, ପଡ଼ିରହିଛି ଶବ। ଘଟଣାସ୍ଥଳରେ ମୁଦୁଲିପଡ଼ା ପୁଲିସ ଓ ଖଇରପୁଟ ମେଡିକାଲ ଟିମ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe