breaking ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ଶେଷ। ବିଧାନସଭାର ୫୪ ନମ୍ବର କୋଠାରିରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ, ବିଧାୟକ ହୋଇଥିଲେ ସାମିଲ। ବିରୋଧୀଙ୍କୁ ଟାର୍ଗେଟ ପାଇଁ ହେଲା ରଣନୀତି। Advertisment July 21, 2024, 09:30 PM IST 21 Jul 2024 21:30 IST Mahendra Sahu Follow Us