ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କଟକ ଖାନନଗରରେ ନେତାଜୀଙ୍କ ନାଁରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ୧୨ ଏକର ଜମିରେ ଟର୍ମିନାଲ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ଟର୍ମିନାଲ ପରିସରରେ ନେଜାଜୀଙ୍କ ଜୀବନୀ ସଂପର୍କିତ ଫଟୋ ସ୍ଥାନ ପାଇବ।
Advertisment
Follow Us