breaking ଯୁବରାଜ ସିଂ ଗିରଫ: ସାଥୀ ଖେଳାଳି ୟୁଜବେନ୍ଦ୍ର ଚହଲଙ୍କ ସମ୍ପର୍କରେ ଜାତିଆଣ ମନ୍ତବ୍ୟ ଦେବା ମାମଲାରେ ଯୁବରାଜ ସିଂ ଗିରଫ ହୋଇ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତି ପାଇଛନ୍ତି । 17 Oct 2021 23:41 IST Sambad Bureau Follow Us