breaking ରାଇରଙ୍ଗପୁର: ବାଦାମପାହାଡ଼ ଥାନା ଦଲକିରେ ୨ ଜଣ ବାଇକ୍ ଆରୋହୀଙ୍କୁ ଚାପିଦେଲା କାର୍। ପରେ ସେରଣା ଗାଁ ପାଖରେ ଆଉ ଜଣେ ମହିଳାଙ୍କୁ ଧକ୍କା ଦେଲା। କାର୍ରୁ ବାହାରି ମହିଳା ଛିଡ଼ା ହୋଇଥିଲା ବେଳେ ଧକ୍କା ଦେଇ ମାଡ଼ିଗଲା। 13 Jul 2024 19:02 IST Mahendra Sahu Follow Us