ରାଜ୍ୟପାଳଙ୍କ ଠାରେ ଫେରାଦ ହେଲା ବିଜେପି ବିଧାୟକ ଦଳ। ଗୃହରେ ତରବରିଆ ଭାବେ ୬ଟି ବିଲ୍ ପାରିତ କରିଥିବା ନେଇ ଜଣାଇଲା। ଏହାକୁ ଫେରାଇ ଦେବା ସହ ପୁନଃବିଚାର କରିବାକୁ ବିଜେପିର ଦାବି। ଗୃହରେ ଆଲୋଚନା ପରେ ପାରିତ କରିବାକୁ କହିଲେ ବିଜେପି ଟିମ୍। ରାଜ୍ୟପାଳଙ୍କୁ ଭେଟିବା ପରେ ବିରୋଧୀ ଦଳ ନେତାଙ୍କ ସୂଚନା।
Advertisment
Follow Us