breaking ରାଜ୍ୟର କେତେକ ଜିଲ୍ଲାରେ ପବନ ସହ ଘଡ଼ଘଡ଼ି ବର୍ଷା ସମ୍ଭାବନା। ଆଗାାମୀ ୩ ଘଣ୍ଟା ପାଇଁ ସତର୍କ କଲା ପାଣିପାଗ ବିଭାଗ। ଖୋର୍ଦ୍ଧା, ନୟାଗଡ଼, କଟକ, କନ୍ଧମାଳ ପାଇଁ ସତର୍କ ସୂଚନା। ଭୁବନେଶ୍ବରରେ ମଧ୍ୟ ପବନ ସହ ଘଡ଼ଘଡ଼ି ବର୍ଷା ସମ୍ଭାବନା। Advertisment April 09, 2021, 05:24 PM IST 09 Apr 2021 17:24 IST Mahendra Sahu Follow Us