breaking ରାଜ୍ୟରେ ଦେଢ଼ ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଟିକା। ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା। ଦେଶରେ ଟିକାକରଣରେ ଓଡ଼ିଶା ଆଗରେ। ସରକାର ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। Advertisment January 24, 2021, 07:08 PM IST 24 Jan 2021 19:08 IST Mahendra Sahu Follow Us