breaking ଶ୍ରୀକ୍ଷେତ୍ରରୁ ଅର୍କକ୍ଷେତ୍ର ଚାଲିବ ଟ୍ରେନ୍। ନୂଆ ରେଳଲାଇନ୍ ନେଇ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ। ପୁରୀରୁ କୋଣାର୍କ ଟ୍ରେନ୍ ଚଳାଚଳ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। Advertisment February 20, 2024, 04:34 PM IST 20 Feb 2024 16:34 IST Mahendra Sahu Follow Us