breaking ଶ୍ରୀବିଗ୍ରହଙ୍କ ଠାରେ ଲାଗିହେବ ଅଧରପଣା । ରଥାରୁଢ଼ ଦିଅଁଙ୍କୁ ଅଧରପଣା ଭୋଗ ଲାଗି ହେବ । ଅଧର ଉଚ୍ଚ ତୁମ୍ବାକୃତ ମାଟିପାତ୍ରରେ ପଣା ଲାଗି ହେବ । ପ୍ରତି ରଥରେ ୩ଟି ଲେଖାଏଁ ହାଣ୍ଡିରେ ଲାଗି ହେବ ପଣା । Advertisment July 22, 2021, 04:54 PM IST 22 Jul 2021 16:54 IST Mahendra Sahu Follow Us