ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତାଲା ଚାବିରେ ଖୋଲି ନାହିଁ। ଭିତର ରତ୍ନଭଣ୍ଡାର ତାଲା ଭଙ୍ଗା ଯାଇଛି। ତା’ପରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ସଦସ୍ୟମାନେ ଭିତର ରତ୍ନ ଭଣ୍ଡାରରେ ପ୍ରବେଶ କରିଥିଲେ। ସବୁ ଅଳଙ୍କାର ଆଲ୍ମିରା ଓ ସିନ୍ଦୁକରେ ଅଛି। ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସୂଚନା।
Advertisment
Follow Us