ସମ୍ବଲପୁର: ମହାନଦୀର ନବ ନିର୍ମିତ ଚାଉଁରପୁର ବ୍ରିଜ୍‌ ଉପରୁ ଡେଇଁ ଦୁଇ ଗର୍ଭବତୀ ମହିଳା ଆତ୍ମହତ୍ୟା ଉଦ୍ୟମ। ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକ ସେମାନଙ୍କୁ ଅଟକାଇବା ସହିତ ପୁଲିସକୁ ସୂଚନା ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe