ଏପ୍ରିଲ୍‌ରୁ ୟୁପିଆଇ ମର୍ଚାଣ୍ଟ୍‌ କାରବାର ଉପରେ ୧.୧% ଶୁଳ୍କ

Advertisment
ଫ୍ରାନ୍ସ ପହଞ୍ଚିଲା ୟୁପିଆଇ

fortuneindia.com

ନୂଆଦିଲ୍ଲୀ : ୟୁପିଆଇ ଜରିଆରେ ହେଉଥିବା କାରବାର ଉପରେ ଶୁଳ୍କ ଲାଗୁ କରିବାକୁ ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ନିଷ୍ପତ୍ତି ନେଇଛି। ପ୍ରିପେଡ୍ ପେମେଣ୍ଟ୍‌ ଇନଷ୍ଟ୍ରୁମେଣ୍ଟ୍‌କୁ ବ୍ୟବହାର କରି କରାଯାଉଥିବା ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ମର୍ଚାଣ୍ଟ୍‌ କାରବାର ଉପରେ ୧.୧ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା କିମ୍ବା ତା’ପୂର୍ବରୁ ଏନ୍‌ପିସିଆଇ ଏହି ଶୁଳ୍କର ସମୀକ୍ଷା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe