୧.୪୫ ଲକ୍ଷ କୋଟିର ଆୟକର ଫେରସ୍ତ

Advertisment
ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବଢ଼ିବନି: କେନ୍ଦ୍ର

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ଆରମ୍ଭରୁ ଡିସେମ୍ବର ୮ ତାରିଖ ମଧ୍ୟରେ ଆୟକର ରିଫଣ୍ଡ ବାବଦରେ ଆୟକର ବିଭାଗ ୧ ଲକ୍ଷ ୪୫ ହଜାର ୬୧୯ କୋଟି ଟଙ୍କା ପ୍ରଦାନ କରିଛି। ୮୯ ଲକ୍ଷ ୨୯ ହଜାରରୁ ଅଧିକ ଟିକସଦାତାଙ୍କୁ ଏହି ଅର୍ଥ ଫେରସ୍ତ କରାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି କରାଯାଇଥିବା ଟ୍ବିଟ୍‌ରେ ସୂଚନା ଦିଆଯାଇଛି। ଏଥିରେ ବ୍ୟକ୍ତିଗତ ଆୟକର ରିଫଣ୍ଡ ରାଶି ମଧ୍ୟ ସାମିଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe