ଭୁବନେଶ୍ବର: ୱାନ୍ପ୍ଲସ୍ ପକ୍ଷରୁ ଚଳିତ ମାସ ୧୪ ତାରିଖରେ ବେଙ୍ଗାଲୁରୁର ଇଣ୍ଟରନ୍ୟାସନାଲ୍ ଏକ୍ଜିଭିସନ୍ ସେଣ୍ଟର୍ରେ ଏହାର ନୂତନ ସ୍ମାର୍ଟଫୋନ୍ଗୁଡ଼ିକୁ ଏକ ବଡ଼ ଧରଣର କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯିବ। ଏହି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ୮୦୦୦ରୁ ଅଧିକ ଲୋକ ଉପସ୍ଥିତ ରହିବେ।
ୱାନ୍ପ୍ଲସ୍ ଆଣିବ ନୂଆ ଫୋନ୍
Advertisment
Follow Us