ମାତ୍ର ତିନି ଜଣଙ୍କ ପାଖରେ ୧୦୦ ବିଲିଅନ ଡଲାରରୁ ଅଧିକ ସମ୍ପତ୍ତି

Advertisment
ମାତ୍ର ତିନି ଜଣଙ୍କ ପାଖରେ ୧୦୦ ବିଲିଅନ ଡଲାରରୁ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ,: ସାରା ଦୁନିଆରେ ମାତ୍ର ତିନି ଜଣ ବ୍ୟକ୍ତିଙ୍କ ପାଖରେ ୧୦୦ ବିଲିଅନ ଡଲାରରୁ ଅଧିକ ସମ୍ପତ୍ତି ରହିଛି। ପୂର୍ବରୁ ଏହି ତାଲିକାରେ ଆମାଜନ୍‌ର ମୁଖ୍ୟ ଜେଫ୍ ବେଜୋସ୍‌ ଓ ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍ ଗେଟସ୍‌ଙ୍କ ନାମ ରହିଥିଲା। ଏହି ତାଲିକାରେ ଯୋଡ଼ି ହୋଇଥିବା ନୂଆ ନାମ ହେଉଛି ବର୍ନାଡ୍ ଆର୍‌ନଟ୍‌। ସେ ହେଉଛନ୍ତି ୟୁରୋପର ସବୁଠୁ ଧନୀ ବ୍ୟକ୍ତି। ଲୁଇ ଭିଟନ୍‌ ନାମରେ ବିଳାସପୂର୍ଣ୍ଣ ସାମଗ୍ରୀ ବିକ୍ରି କରୁଥିବା ସଂସ୍ଥା ଏଲ୍‌ଭିଏମ୍‌ଏଚ୍‌ର ସେ ହେଉଛନ୍ତି ମାଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe