ଗୋଟିଏ ସବ୍‌ସ୍କ୍ରିପ୍‌ସନ୍‌ରେ ୧୫ ଓଟିଟି ପ୍ଲାଟଫର୍ମ

ଗୋଟିଏ ସବ୍‌ସ୍କ୍ରିପ୍‌ସନ୍‌ରେ ୧୫ ଓଟିଟି ପ୍ଲାଟଫର୍ମ

Image Source: Hindustan Times

ନୂଆଦିଲ୍ଲୀ : ଓଟିଟି ପ୍ଲାଟଫର୍ମର ଗ୍ରହଣୀୟତା ବୃଦ୍ଧି ପାଇଥିବା ବେଳେ ସେଥିରୁ ଲାଭ ଉଠାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଟେଲିକମ୍ କଂପାନି ଏୟାରଟେଲ୍‌ ପକ୍ଷରୁ ଗୋଟିଏ ସବ୍‌ସ୍କ୍ରିପ୍‌ସନ୍‌ରେ ୧୫ଟି ଓଟିଟି ପ୍ଲାଟଫର୍ମ ହାସଲ କରିବାର ସୁବିଧା ପ୍ରଦାନ କରାଯାଇଛି। ଗ୍ରାହକମାନେ ମାସିକ କମ୍ ମୂଲ୍ୟ ଦେଇ ଏହି ଓଟିପି ପ୍ଲାଟଫର୍ମର ସୋ’, ୱେବ୍ ସିରିଜ୍ ଓ ସିନେମା ଆଦିଗୁଡ଼ିକୁ ଦେଖିପାରିବେ। ଯେଉଁ ଗ୍ରାହକମାନେ ଏୟାରଟେଲ୍ ଏକ୍ସଟ୍ରିମ୍ ପ୍ରିମିୟମ୍ ସବ୍‌ସ୍କ୍ରିପ୍‌ସନ୍ ନେବେ ସେମାନଙ୍କୁ ଏହି ସୁବିଧା ମିଳିବ। ଏଥିରେ ସୋନିଲିଭ୍, ଏରସନାଓ, ଲାୟନ୍ସଗେଟ୍ ପ୍ଲେ, ହୋଇଚୋଇ, ମନୋରମାମ୍ୟାକ୍ସ, ସେମାରୋ, ଅଲ୍‌ଟ୍ରା, ହଙ୍ଗାମାପ୍ଲେ, ଏପିକନ୍, ଡକୁବେ, ଡିଭୋଟିଭି, କ୍ଲିକ୍, ନାମାଫ୍ଲିକ୍ସ, ଡଲିଉଡ୍‌, ସର୍ଟସ୍‌ ଟିଭିର ବିଷୟବସ୍ତୁଗୁଡ଼ିକୁ ଦେଖିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe