ବିମୁଦ୍ରାୟନର ବର୍ଷେ ପରେ ୧୮୦୦ କୋଟି ଛୁଇଁଛି ଡିଜିଟାଲ ନେଣଦେଣ

Advertisment
ବିମୁଦ୍ରାୟନର ବର୍ଷେ ପରେ ୧୮୦୦ କୋଟି  ଛୁଇଁଛି ଡିଜିଟାଲ ନେଣଦେଣ

ବିମୁଦ୍ରାୟନକୁ ଏକ ବର୍ଷ ପୂରିଛି। ବୃଦ୍ଧି ପାଇଛି ଡିଜିଟାଲ୍‌ ନେଣଦେଣ। ଏହି ଆର୍ଥିକ ବର୍ଷରେ ୮୦ ପ୍ରତିଶତ ଡିଜିଟାଲ ନେଣଦେଣରେ ବୃଦ୍ଧି ହୋଇଛି, ଯାହା ୧୮୦୦ କୋଟି ଟଙ୍କାକୁ ଛୁଇଁପାରେ। ପାର୍ଲାମେଣ୍ଟ୍‌ ଫାଇନାନ୍ସ୍‌ ଷ୍ଟାଣ୍ଡିଙ୍ଗ୍‌ କିମିଟିର ରିପୋର୍ଟ୍‌ ଅନୁସାରେ ନଭେମ୍ବର ୨୦୧୬ରୁ ଏବେ ଯାଏଁ ପ୍ରତିଦିନ ହେଉଥିବା ନେଣଦେଣ UPI-BHIM, IMPS, M-Wallet ଓ ଡେବିଟ୍‌ କାର୍ଡ୍‌ ଜରିଆରେ ହୋଇଛି ବୋଲି କୁହାଯାଇଛି। ଜାଣନ୍ତୁ କେଉଁ ମାଧ୍ୟମରୁ କେତେ ଟଙ୍କାର ନେଣଦେଣ ହୋଇଛି।

publive-image publive-image publive-image publive-image publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe